କନକ ବ୍ୟୁରୋ: ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଗାମୀ ୧୨ ଘଣ୍ଟାରେ କାଁ ଭାଁ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। କିନ୍ତୁ ଆଜିଠୁ ରାଜ୍ୟରେ ବର୍ଷାର ପ୍ରଭାବ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୧୧ ତାରିଖ ପରେ ପୁଣି ବର୍ଷା ବଢ଼ିପାରେ ବୋଲି ଆକଳନ କରଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଗାମୀ ୫ ଦିନ ରାଜ୍ୟରେ ହାଲୁକା ବର୍ଷା । ୧୧ ତାରିଖ ପରେ ପୁଣି ବର୍ଷା ବଢିବା ସମ୍ଭାବନା ।
Advertisment
Follow Us