ଲିବିୟାରେ ଅପହୃତ ଆଫ୍ରିକୀୟ ବିମାନ ଏ୩୨୦ : ସମସ୍ତ ଯାତ୍ରୀ ଓ କ୍ର୍ୟୁ ମେମ୍ବର ମୁକ୍ତ

ଲିବିୟାରେ ଅପହୃତ ଆଫ୍ରିକୀୟ ବିମାନ ଏ୩୨୦ : ସମସ୍ତ ଯାତ୍ରୀ ଓ କ୍ର୍ୟୁ ମେମ୍ବର ମୁକ୍ତ

କନକ ବ୍ୟୁରୋ : ଅପହୃତ ଆଫ୍ରିକୀୟ ବିମାନ ଏ୩୨୦ର ସମସ୍ତ ଯାତ୍ରୀ ଓ କ୍ର୍ୟୁ ମେମ୍ବର ମୁକ୍ତ ହେଲେ । ଅପହରଣକାରୀ ଆତ୍ମସମର୍ପଣ କରିଥିବା ମାଲଟା ପ୍ରଧାନମନ୍ତ୍ରୀ ଜୋସେଫ୍ ମସକଟ୍ ଟ୍ୱିଟ୍ କରିଛନ୍ତି । ଅପହର୍ତା କଣ ଦାବି ରଖିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ସେମାନେ ପୂର୍ବତନ ଲିବ୍ୟା ଶାସକ ଗଦ୍ଦାଫିଙ୍କ ସମର୍ଥକ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe