କନକ ବ୍ୟୁରୋ : ଅପହୃତ ଆଫ୍ରିକୀୟ ବିମାନ ଏ୩୨୦ର ସମସ୍ତ ଯାତ୍ରୀ ଓ କ୍ର୍ୟୁ ମେମ୍ବର ମୁକ୍ତ ହେଲେ । ଅପହରଣକାରୀ ଆତ୍ମସମର୍ପଣ କରିଥିବା ମାଲଟା ପ୍ରଧାନମନ୍ତ୍ରୀ ଜୋସେଫ୍ ମସକଟ୍ ଟ୍ୱିଟ୍ କରିଛନ୍ତି । ଅପହର୍ତା କଣ ଦାବି ରଖିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ସେମାନେ ପୂର୍ବତନ ଲିବ୍ୟା ଶାସକ ଗଦ୍ଦାଫିଙ୍କ ସମର୍ଥକ ବୋଲି ଜଣାପଡିଛି ।
ଲିବିୟାରେ ଅପହୃତ ଆଫ୍ରିକୀୟ ବିମାନ ଏ୩୨୦ : ସମସ୍ତ ଯାତ୍ରୀ ଓ କ୍ର୍ୟୁ ମେମ୍ବର ମୁକ୍ତ
/kanak/media/post_attachments/wp-content/uploads/2016/12/vlcsnap-2016-12-24-09h44m02s679.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)