ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ, କଲରାପତରିଆ ବାଝ ଛାଲ, ୨ଟି ହରିଣ ଛାଲ ଜବତ

128

କନକ ବ୍ୟୁରୋ: ବୌଦ୍ଧ ହରଭଙ୍ଗାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗ୍ରାହକ ବେଶରେ ଶିକାରୀକୁ ମାଡି ବସିଲା ଏସଟିଏଫ୍ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ । ଜଣେ ଶିକାରୀ ଗିରଫ । ବିଶ୍ୱସ୍ତ ସୂଚନା ଆଧାରରେ ଏସ୍ ଟିଏଫ୍ ର ଏକ ଟିମ୍ ଚଢ଼ଉ କରିଥିଲା ।