କନକ ନ୍ୟୁଜର ବିତର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଦେଇଥିଲେ ଏକ ବିବାଦୀୟ ମନ୍ତବ୍ୟ । ଯାହାକୁ ନେଇ ବିବାଦର ଝଡ ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ । ଏନେଇ ବିଜେଡି ମହିଳା ଶାଖା ପକ୍ଷରୁ ବିକ୍ଷୋଭ କରିବା ସହ ଥାନାରେ ଏଫଆଇଆର ମଧ୍ୟ ଦିଆଯାଇଛି । ଆଉ ଏହାର ଜବାବରେ କାଉଂଟର ଏଫଆଇଆର ଦେଇଛି ବିଜେପି ମହିଳା ଶାଖା । ତେବେ କଣ ଥିଲା ସେ ବୟାନ ? ଆଉ ସବୁଠାରୁ ପ୍ରଶ୍ନ ଉଠୁଛି ଏହି ବିବାଦୀୟ ବୟାନଟି କଣ ସତ୍ୟ ଉପରେ ଆଧାରିତ ଥିଲା ନା କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହି ବୟାନଟି ଦିଆ ଯାଇଥିଲା ? ଏ ସମସ୍ତ ପ୍ରଶ୍ନ ଉତର ଜାଣନ୍ତୁ ବିଗ ଡିବେଟର ଏହି ଏପିସୋଡରେ : -
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us