ପ୍ରଚାର ମଇଦାନରେ ସଙ୍ଗୀତ ଲଢେଇ: ଗୀତରେ ଗୀତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାଙ୍କ ଉଦ୍ୟମ

Advertisment
ପ୍ରଚାର ମଇଦାନରେ ସଙ୍ଗୀତ ଲଢେଇ: ଗୀତରେ ଗୀତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାଙ୍କ ଉଦ୍ୟମ

କନକ ବ୍ୟୁରୋ: ପ୍ରଚାର ବେଳେ ବାଜିବ ଗୀତ । ଗୀତରେ ଗୀତରେ ଭୋଟ ମାଗିବେ ନେତା । ତେଣୁ ଏବେ ଠାରୁ ଷ୍ଟୁଡିଓରେ ଆରମ୍ଭ ହୋଇଯାଇଛି ଗୀତ ରେକର୍ଡିଂ । ବିଭିନ୍ନ ଦଳର ରାଜନେତା, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ନିଜ ସପକ୍ଷରେ ତିଆରି କରୁଛନ୍ତି ଆକର୍ଷଣୀୟ ଗୀତ । ଏସବୁ ଗୀତ ତିଆରିରେ ଲାଗିପଡିଛନ୍ତି ଗୀତିକାର, କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ । ହିଟ୍ ହୋଇଥିବା ଓଡିଆ ତଥା ସମ୍ବଲପୁରୀ ଗୀତର ସ୍ୱରରେ ରେକର୍ଡିଂ ହେଉଛି ନିର୍ବାଚନୀ ପ୍ରଚାର ଗୀତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe