ଜଙ୍ଗଲ ଭିତରେ ଜନସଭା କରି ଭୋଟରଙ୍କୁ ବୁଝାଇଲେ ନେତା । କୋଟପାଡ଼ରେ ଚନ୍ଦ୍ରଶେଖର ମାଝୀ ଓ ପ୍ରଦୀପ ମାଝୀଙ୍କ ଜନସଭା ।

Advertisment
ଜଙ୍ଗଲ ଭିତରେ ଜନସଭା କରି ଭୋଟରଙ୍କୁ ବୁଝାଇଲେ ନେତା । କୋଟପାଡ଼ରେ ଚନ୍ଦ୍ରଶେଖର ମାଝୀ ଓ ପ୍ରଦୀପ ମାଝୀଙ୍କ ଜନସଭା ।

କନକ ବ୍ୟୁରୋ: ନିର୍ବାଚନୀ ଉଷ୍ମତା ବଢ଼ିଚାଲିଥିବା ବେଳେ ଭୋଟରଙ୍କୁ ମନେଇବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ପ୍ରାର୍ଥୀ । କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ଓ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଦୁରୁଆ ଜନଜାତି ଏକ ବଡ଼ ଭୂମିକା ଗ୍ରହଣ କରୁଛି । ଉଭୟ ନେତା ଦୁରୁଆ ଜନଜାତିଙ୍କ ପାଇଁ ଜଙ୍ଗଲରେ ଜନସଭା କରିଛନ୍ତି । ଜଙ୍ଗଲି ଅଞ୍ଚଳରେ ରହୁଥିବା ଦୁରୁଆ ଜନଜାତିକୁ ଆଦିବାସୀ ମାନ୍ୟତା ମିଳିବା ପରେ ସେମାନଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe