କନକ ବ୍ୟୁରୋ: ଭୋଟ ଦେଉଛି ଓଡ଼ିଶା । ନେତା ବାଛୁଛନ୍ତି ଜନତା । କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଲକ୍ଷ୍ମୀପୁର ବିଧାନସଭା ଆସନରେ ଚାଲିଛି ଜୋରଦାର ଲଢ଼େଇ । ନୂଆ ମୁହଁ ସହ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି-ବିଜେପି । କଂଗ୍ରେସର ଭରସା ପୁରୁଣା ସିପାହୀ । ୨୦୦୦ ପରଠାରୁ ଉପନିର୍ବାଚନକୁ ମିଶାଇ ମୋଟ ୫ଥର ନିର୍ବାଚନ ହୋଇଛି । ଯେଉଁଥିରେ ବିଜେଡି ୨ଥର, କଂଗ୍ରେସ ୩ ଥର ମାରିଛି ବାଜି । ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି ।

Advertisment

୨୦୧୯ର ଲଢେଇ

ବିଜେଡି: ପ୍ରଭୁ ଜାନୀ

କଂଗ୍ରେସ: କୈଳାସ କୁଲସେକା

ବିଜେପି: କୁମୁଦ ସାଉନ୍ତା

ମୁହାଁମୁହିଁ ପ୍ରାର୍ଥୀ

- କଂଗ୍ରେସ ପ୍ରାର୍ଥୀ କୈଳାସ କୁଲସେକା ବିଧାୟକ ଅଛନ୍ତି

- ବିଜେପି ପ୍ରାର୍ଥୀ କୁମୁଦ ସାଉନ୍ତା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ

- କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ପ୍ରାର୍ଥୀ କରିଛି ବିଜେଡି

publive-image୨୦୧୯-ବିଜେଡି: ପ୍ରଭୁ ଜାନୀ

- କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ

- ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

- ହେମା ଗମାଙ୍ଗ ବିଜେଡି ଛାଡିବା ପରେ ପ୍ରଭୁଙ୍କୁ ଟିକେଟ୍ ମିଳିଛି

୨୦୧୯-କଂଗ୍ରେସ: କୈଳାସ କୁଲସେକା

- ୨୦୧୪ ରେ ବିଧାୟକ ଅଛନ୍ତି

- ୨୨ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି

- ଯୁବ ନେତା ଏବଂ ଲୋକପ୍ରିୟତା ରହିଛି

୨୦୧୯--ବିଜେପି: କୁମୁଦ ସାଉନ୍ତା 

- ବିଧାନସଭା ନିର୍ବାଚନ ପାଇଁ ବିଜେପିର ନୂଆ ମୁହଁ

- ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟ ଅଛନ୍ତି

- ନିର୍ବାଚନୀ ଅଭିଜ୍ଞତା ରହିଛି

ମୈଦାନରେ ମହିଳା ପ୍ରାର୍ଥୀ

- ମହିଳା ପ୍ରାର୍ଥୀ ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଲଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ ଏବଂ ନାରାୟଣପାଟଣାକୁ ନେଇ ଲଷ୍ମୀପୁର ନିର୍ବାଚନ ମଣ୍ଡଳୀ ଗଠିତ ।

ଲଷ୍ମୀପୁର ବିଧାନସଭା ଆସନ

- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ

- ୨୦୧୪ରେ ବିଜେଡି, କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ବଦଳିଥିଲେ

- ବିଜେଡିର ୨୦୧୪ ପ୍ରାର୍ଥୀ ହେମା ଗମାଙ୍ଗ ଦଳ ଛାଡିଛନ୍ତି

- ଇତିହାସ କହୁଛି, ଲଷ୍ମୀପୁରରେ ୫ ବର୍ଷରେ ଶାସକ ଦଳ ବଦଳୁଛି

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୫ ହଜାର ୧୧୬

- ମତ ଦେଇଥିଲେ – ୧ ଲକ୍ଷ ୧୯ ହଜାର ୯୩୯

- ଭୋଟଦାନ ହାର – ୭୭.୩୨%

୨୦୧୪ର ଫଳାଫଳ

ପ୍ରାର୍ଥୀ                              ଦଳ          ଭୋଟ ପ୍ରତିଶତ           ଫଳାଫଳ

ହେମା ଗମାଙ୍ଗ                  ବିଜେଡି       ୩୦୯୫୬ ୨୫.୮୧%       ପରାସ୍ତ

କୈଳାସ ଚନ୍ଦ୍ର କୁଲସେକା      କଂଗ୍ରେସ      ୫୩୪୨୯ ୪୪.୫୫%      ବିଜୟୀ

ଶିବ ମୁଦୁଲି                      ବିଜେପି        ୯୫୨୩ ୭.୯୪%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ହେମା ଗମାଙ୍ଗ

ଦଳ - ବିଜେଡି

ଭୋଟ - ୩୦୯୫୬

ପ୍ରତିଶତ - ୨୫.୮୧%

ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ଶିବ ମୁଦୁଲି

ଦଳ - ବିଜେପି

ଭୋଟ - ୯୫୨୩

ପ୍ରତିଶତ - ୭.୯୪%

ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - କୈଳାସ ଚନ୍ଦ୍ର କୁଲସେକା

ଦଳ - କଂଗ୍ରେସ

ଭୋଟ - ୫୩୪୨୯

ପ୍ରତିଶତ - ୪୪.୫୫%

ଫଳାଫଳ - ବିଜୟୀ

କିଏ ମାରିଥିଲା ବାଜି?

- କଂଗ୍ରେସର କୈଳାସ ଚନ୍ଦ୍ର କୁଲସେକା ଜିତିଥିଲେ

- ୫୩ ହଜାର ୪୨୯ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ

- ବିଜେଡି ପ୍ରାର୍ଥୀ ହେମା ଗମାଙ୍ଗଙ୍କୁ ପରାସ୍ତ କରିଥିଲେ

- ୨୨ ହଜାର ୪୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

- ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୪୪ ହଜାର ୪୧୪

- ମତ ଦେଇଥିଲେ – ୭୭ ହଜାର ୨୮୪

- ଭୋଟଦାନ ହାର –

୨୦୦୯ର ଫଳାଫଳ

ପ୍ରାର୍ଥୀ                             ଦଳ         ଭୋଟ ପ୍ରତିଶତ           ଫଳାଫଳ

ଝିନ୍ନ ହିକକା                     ବିଜେଡି       ୨୫୦୯୫ ୩୨.୪୭%    ବିଜୟୀ

ହେମା ଗମାଙ୍ଗ                 କଂଗ୍ରେସ     ୨୧୬୮୯ ୨୮.୦୬%      ପରାସ୍ତ

ଗୋପିନାଥ କୋଦତାସିଆ   ବିଜେପି        ୫୦୭୮ ୯.୮୦%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ଝିନ୍ନ ହିକକା

ଦଳ - ବିଜେଡି

ଭୋଟ - ୨୫୦୯୫

ପ୍ରତିଶତ - ୩୨.୪୭%

ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ଗୋପିନାଥ କୋଦତାସିଆ

ଦଳ - ବିଜେପି

ଭୋଟ - ୫୦୭୮

ପ୍ରତିଶତ - ୯.୮୦%

ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ହେମା ଗମାଙ୍ଗ

ଦଳ - କଂଗ୍ରେସ

ଭୋଟ - ୨୧୬୮୯

ପ୍ରତିଶତ - ୨୮.୦୬%

ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ଝିନ୍ନ ହିକକା ବିଜୟୀ ହୋଇଥିଲେ

- ୨୫ ହଜାର ୦୯୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

- କଂଗ୍ରେସ ପ୍ରାର୍ଥୀ ହେମା ଗମାଙ୍ଗଙ୍କୁ ପରାସ୍ତ କରିଥିଲେ

- ୩ ହଜାର ୪୦୬ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଥିଲେ ବିଜେଡି ପ୍ରାର୍ଥୀ

- ବିଜେପି ପ୍ରାର୍ଥୀଙ୍କ ସମେତ ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲା

- ଝିନ୍ନ ହିକକାଙ୍କ ସ୍ଥାନରେ ହେମା ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି

- ଗୋପିନାଥଙ୍କ ବଦଳରେ ଶିବ ମୁଦୁଲିଙ୍କୁ ବିଜେପି ପ୍ରାର୍ଥୀ କରିଥିଲା

- ହେମା ଗମାଙ୍ଗଙ୍କ ସ୍ଥାନରେ କଂଗ୍ରେସ, କୈଳାସ ଚନ୍ଦ୍ର କୁଲସେକାଙ୍କୁ ପ୍ରାର୍ଥୀ କରିଥିଲା