କନକ ବ୍ୟୁରୋ : ସମ୍ମାନ ଶିଖରରେ କୋକିଳକଣ୍ଠୀ ଲତା ମଙ୍ଗେସକର । ୫୧ ବର୍ଷ ମଧ୍ୟରେ ଲତାଙ୍କୁ ୭୫ରୁ ଅଧିକ ପୁରସ୍କାର ମିଳିଛି । ଭାରତ ସରକାରଙ୍କଠାରୁ ୫ଟି ପୁରସ୍କାର ମିଳିଛି ।

Advertisment

୧୯୮୫ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ
୧୯୬୯ - ପଦ୍ମ ଭୂଷଣ
୧୯୬୯ – ଶ୍ରେଷ୍ଠ ପଛଦପଟ୍ଟ ଗାୟିକା
୧୯୮୯ - ଦାଦା ସାହେବ୍ ଫାଲକେ ପୁରସ୍କାର
୧୯୯୩ – ଜୀବନବ୍ୟାପି ସାଧନା ପୁରସ୍କାର
୧୯୯୭ – ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯- ପଦ୍ମ ବିଭୂଷଣ
୨୦୦୧ – ଭାରତ ରତ୍ନ
୨୦୧୧ – ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନିତ

୨୦୦୮ରେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଛନ୍ତି । ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର ପାଇଁ ତାଙ୍କୁ ନ୍ୟାସନାଲ୍ ଆୱାର୍ଡ ମିଳିଛି । ଏଥି ସହିତ ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୭ଥର ଫିଲ୍ମ ଫେୟାର୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।