କନକ ବ୍ୟୁରୋ: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ମାଲକାନଗିରି ମାଥିଲି ଥାନା ବୋଗାପଦର ଠାରେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଏସଓଜି ଯବାନ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ବୋଗାପଦ ଠାରେ ମାଓବାସୀମାନେ ଆଡ୍ଡା କରିଥିବା ସୂଚନା ପାଇଥିଲେ ଏହି ଏସଓଜି ଯବାନ । ତେଣୁ ମାଓ ଅପରେସନରେ ବାହାରି ସେଠାକୁ ଯାଉଥିବା ସମୟରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡବାଇନ ବ୍ଲାଷ୍ଟ କରିଥିଲା ଫଳରେ ଦୁଇ ଜଣ ଏସଓଜି ଯବାନ ଗୁରୁତର ହୋଇଛନ୍ତି ।
ମାତିଲେ ମାଓବାଦୀ । ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର ।
/kanak/media/post_attachments/wp-content/uploads/2019/04/maoists-1474004312.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)