ଜମି ଯୋଗାଇ ଦେବା ନାଁରେ ଲୋକଙ୍କୁ ଠକିଲେ ବିଲଡର । ଗୋଟିଏ ସ୍ଥାନରେ ଜମି ଦେଖାଇ ଆଉ ଗୋଟିଏ ସ୍ଥାନରେ ଘର କରିବାକୁ କହୁଥିବା ଅଭିଯୋଗ 

Advertisment
ଜମି ଯୋଗାଇ ଦେବା ନାଁରେ ଲୋକଙ୍କୁ ଠକିଲେ ବିଲଡର । ଗୋଟିଏ ସ୍ଥାନରେ ଜମି ଦେଖାଇ ଆଉ ଗୋଟିଏ ସ୍ଥାନରେ ଘର କରିବାକୁ କହୁଥିବା ଅଭିଯୋଗ 
କନକ ବ୍ୟୁରୋ : ଜମି ଯୋଗାଇଦେବା ନାଁରେ ଲୋକଙ୍କୁ ଠକୁଛନ୍ତି ଫ୍ରଡ଼ ବିଲଡର ବାବୁ । ଗୋଟିଏ ଜାଗା ଲୋକଙ୍କୁ ଦେବାକୁ କହୁଛନ୍ତି । ଲୋକଙ୍କ ଠାରୁ ଟଙ୍କା ନେବା ପରେ ଅନ୍ୟ ଏକ ସ୍ଥାନରେ ଘର କରିବାକୁ କହୁଛନ୍ତି ବିଲଡର । ଜମି ଠକେଇ ନେଇ ଏପରି ଅଭିଯୋଗ ଆସିଛି ଭୁବନେଶ୍ୱରରୁ ।
ମା’ କମଳା ବିଲଡରର ମାଲିକ ସୁକାନ୍ତ ନାୟକଙ୍କ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଠକାମୀର ଶିକାର ହୋଇଥିବା ସାଲିଆ ସାହି ଅଂଚଳର ଅନେକ ମହିଳା ଓ ପୁରୁଷ ଥାନାରେ ବିଲଡରଙ୍କ ନାଁରେ ଏତଲା କରିଛନ୍ତି । ସେପଟେ ବିଲଡଡର କହିବା କଥା ହେଲା ମୋତେ ଷଡ଼ଯନ୍ତ୍ର କରି ଫସାଇବା ପାଇଁ ଚେଷ୍ଟା କରାଯାଉଛି । ମୁଁ ସେମାନଙ୍କ ଠାରୁ ଟଙ୍କା ନେଇ ଜମି ଦେଇଛି । ମୋତେ ଧମକ ଚମକ କରିବାରୁ ମୁଁ ପୋଲିସ ସହାୟତା ନେଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe