ଜମି ଯୋଗାଇ ଦେବା ନାଁରେ ଲୋକଙ୍କୁ ଠକିଲେ ବିଲଡର । ଗୋଟିଏ ସ୍ଥାନରେ ଜମି ଦେଖାଇ ଆଉ ଗୋଟିଏ ସ୍ଥାନରେ ଘର କରିବାକୁ କହୁଥିବା ଅଭିଯୋଗ ନ୍ୟୁଜ୍ By Kanak News Bureau On Apr 18, 2021 - 2:41 PM 296 Share କନକ ବ୍ୟୁରୋ : ଜମି ଯୋଗାଇଦେବା ନାଁରେ ଲୋକଙ୍କୁ ଠକୁଛନ୍ତି ଫ୍ରଡ଼ ବିଲଡର ବାବୁ । ଗୋଟିଏ ଜାଗା ଲୋକଙ୍କୁ ଦେବାକୁ କହୁଛନ୍ତି । ଲୋକଙ୍କ ଠାରୁ ଟଙ୍କା ନେବା ପରେ ଅନ୍ୟ ଏକ ସ୍ଥାନରେ ଘର କରିବାକୁ କହୁଛନ୍ତି ବିଲଡର । ଜମି ଠକେଇ ନେଇ ଏପରି ଅଭିଯୋଗ ଆସିଛି ଭୁବନେଶ୍ୱରରୁ । ଆଗକୁ ପଢନ୍ତୁ ବହୁତ କମ ଜଣ ଜାଣିଛନ୍ତି ହ୍ୱାଟସଆପର ଏହି ନୂଆ ଫିଚର ବାବଦରେ। କଣ ଆପଣ… Feb 4, 2023 ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ: ଆଦାନୀଙ୍କ ଯେତିକି କ୍ଷତି… Feb 4, 2023 ମା’ କମଳା ବିଲଡରର ମାଲିକ ସୁକାନ୍ତ ନାୟକଙ୍କ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଠକାମୀର ଶିକାର ହୋଇଥିବା ସାଲିଆ ସାହି ଅଂଚଳର ଅନେକ ମହିଳା ଓ ପୁରୁଷ ଥାନାରେ ବିଲଡରଙ୍କ ନାଁରେ ଏତଲା କରିଛନ୍ତି । ସେପଟେ ବିଲଡଡର କହିବା କଥା ହେଲା ମୋତେ ଷଡ଼ଯନ୍ତ୍ର କରି ଫସାଇବା ପାଇଁ ଚେଷ୍ଟା କରାଯାଉଛି । ମୁଁ ସେମାନଙ୍କ ଠାରୁ ଟଙ୍କା ନେଇ ଜମି ଦେଇଛି । ମୋତେ ଧମକ ଚମକ କରିବାରୁ ମୁଁ ପୋଲିସ ସହାୟତା ନେଇଛି । 296 Share FacebookTwitterGoogle+WhatsAppTelegramEmailPrint