କନକ ବ୍ୟୁରୋ: କୋରାପୁଟ ଲେଞ୍ଜିପୁଟ ନାଳରେ ଖସିଲା ମାଟି ଅତଡ଼ା । ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ୨ଜଣଙ୍କ ଘର ଘାଗଡ଼ ପଣ୍ଡ ଗାଁରେ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଉଦ୍ଧାର ପରେ ନନ୍ଦପୁର ମେଡିକାଲରେ ଭର୍ତି କରାଯାଇଛି ।
କୋରାପୁଟ ଲେଞ୍ଜିପୁଟ ନାଳରେ ଖସିଲା ମାଟି ଅତଡ଼ା, ୨ ମୃତ
/kanak/media/post_attachments/wp-content/uploads/2023/03/vlcsnap-2023-03-28-18h17m14s899.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)