କନକ ବ୍ୟୁରୋ : ଭଦ୍ରକରେ ଚାଚଂଲ୍ୟ । ଭଦ୍ରକ ଜିଲ୍ଲା ଦୋବଲ ପଞ୍ଚାୟତ ସୋଧ ଗ୍ରାମରେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କର ଉନ୍ମତ କାଣ୍ଡ । ଜମି ଜମା ବିବାଦକୁ ନେଇ ମାନିବକତାର ସମସ୍ତ ସୀମା ଟପି ଯାଇଛନ୍ତି ଯୁବକ । ପରିବାର ମଧ୍ୟରେ ଚାଲିଥିବା ଜମି ଜମା ବିବାଦକୁ ନେଇ ଭାଉଜଙ୍କୁ ଗାଁ ଦାଣ୍ଡରେ ଏକ ଖୁଂଟରେ ବାନ୍ଧି ମାଡ ମାରି ଅପମାନିତ କଲା ଦିଅର ।
ଜମିଜମା ବିବାଦକୁ ନେଇ ଯୁବକଙ୍କ ଉନ୍ମତକାଣ୍ଡ । ଭାଉଜଙ୍କୁ ଗାଁ ଦାଣ୍ଡରେ ବାନ୍ଧି ଅପମାନିତ କଲା ଦିଅର
/kanak/media/post_attachments/wp-content/uploads/2024/02/18-14.jpg)