କନକ ବ୍ୟୁରୋ: ଇଡିରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଇଡି । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଆରଜେଡି କର୍ମକର୍ତ୍ତାଙ୍କ ପ୍ରବଳ ଭିଡ଼ ଜମିଛି । ଲାଲୁଙ୍କୁ ସମନ ନେଇ ପ୍ରତିବାଦ କରିଛନ୍ତି ଆରଜେଡି କର୍ମକର୍ତ୍ତା ।
ଇଡି ଅଫିସରେ ଲାଲୁ ଯାଦବ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ।
/kanak/media/post_attachments/wp-content/uploads/2024/01/ed-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)