ପୂର୍ବତନ ରେଳମନ୍ତ୍ରୀ ଲାଲୁଯାଦବଙ୍କୁ ସିବିଆଇ ଜେରା ! ରେଲୱେ ଟେଣ୍ଡର ଦୁର୍ନୀତି ଘଟଣାରେ ପଚରାଉଚରା

ପୂର୍ବତନ ରେଳମନ୍ତ୍ରୀ ଲାଲୁଯାଦବଙ୍କୁ ସିବିଆଇ ଜେରା ! ରେଲୱେ ଟେଣ୍ଡର ଦୁର୍ନୀତି ଘଟଣାରେ ପଚରାଉଚରା

source-http://images.indianexpress.com/

କନକ ବ୍ୟୁରୋ : ସିବିଆଇ କାର୍ଯ୍ୟାଳୟରେ ଲାଲୁ । ରେଳବାଇ ଟେଂଡର ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ସିବିଆଇ କାର୍ଯ୍ୟାଳୟରେ ପହଂଚିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଲାଲୁଙ୍କ ସହ ତାଙ୍କ ଝିଅ ମୀସା ଭାରତୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଂଚିଛନ୍ତି ।

ରେଳବାଇ ଟେଂଡର ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ଉଭୟଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି । ଲାଲୁଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସିବିଆଇ ପଚରା ଉଚରା କରିବ । ଆସନ୍ତାକାଲି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ତେଜସ୍ୱୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe