କନକ ବ୍ୟୁରୋ : ଇଣ୍ଡିଆ ମେଂଟର ତୃତୀୟ ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚୁଛନ୍ତି ବିରୋଧୀ । ଏହା ଭିତରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇ ବୈଠକରେ ମେଂଟର ରଣନୀତି କ’ଣ ରହିବ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ଲାଲୁ କହିଥିଲେ ଆମେ ମୁମ୍ବାଇ ଯାଇ ମୋଦୀଙ୍କ ତଂଟିରେ ଉପରେ ବସିବୁ । ମୋଦୀଙ୍କ ନେତୃତ୍ୱକୁ ଚ୍ୟାଲେଂଜ ଦେବୁ   । ତାଙ୍କ ହାତରୁ କ୍ଷମତା ନେବୁ ଓ ଶାସନ ଗାଦୀରୁ ହଟାଇବୁ ବୋଲି ଲାଲୁ କହିଥିଲେ ।

Advertisment