ଗମ୍ଭୀରି ଘରୁ ଗରିଲା ଯୁଦ୍ଧ ! ଲାଲଗଡରେ ମହିଳା ମାଓବାଦୀ ନେଉଛନ୍ତି କମାଣ୍ଡୋ ଟ୍ରେନିଂ

ଗମ୍ଭୀରି ଘରୁ ଗରିଲା ଯୁଦ୍ଧ ! ଲାଲଗଡରେ ମହିଳା ମାଓବାଦୀ ନେଉଛନ୍ତି କମାଣ୍ଡୋ ଟ୍ରେନିଂ

ଆତଙ୍କରାଜ ଖେଳାଇବାକୁ ସଜବାଜ ହେଉଛି ଲାଲ ବାହିନୀ । ଜଙ୍ଗଲ ଭିତରେ ଚାଲିଛି ଟ୍ରେନିଂ କ୍ୟାମ୍ପ୍ । ଟାର୍ଗେଟରେ ମହିଳା ମାଓବାଦୀ । ଦିଆଯାଉଛି କମାଣ୍ଡୋ ଟ୍ରେନିଂ । ବଡ ଧରଣର ଅପରେସନକୁ ସଫଳ କରିବାକୁ ଏହି ମହିଳା ମାଓବାଦୀଙ୍କୁ ଦିଆଯାଇଛି ଦାୟିତ୍ୱ । ବସ୍ତରରେ ଘଂଚ ଜଙ୍ଗଲ ଭିତରେ ଟପ ମାଓବାଦୀଙ୍କ ଉପସ୍ଥିତିରେ ଚାଲିଛି କ୍ୟାମ୍ପ । ବିଜାପୁର, ସୁକମା ଆଉ ଦାନ୍ତେୱାଡା ସୀମାରେ ଲାଲବାହିନୀ ଚଲାଇଛି ଲାଲଗଡକୁ ରକ୍ଷା କରିବାକୁ ଉଦ୍ୟମ। ଦେଖନ୍ତୁ ଏହି ଭିଡିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe