ଧରା ପଡିଲେ ଏମବିଏମ ପଢୁଥିବା ଲେଡି ଲୁଟେରା: ହଷ୍ଟେଲ ସାଥିଙ୍କ ଲାପଟପ୍, ଫୋନ ଚୋରୀ କରି ଗିରଫ ହେଲେ ଯୁବତୀ

ଧରା ପଡିଲେ ଏମବିଏମ ପଢୁଥିବା ଲେଡି ଲୁଟେରା: ହଷ୍ଟେଲ ସାଥିଙ୍କ ଲାପଟପ୍, ଫୋନ ଚୋରୀ କରି ଗିରଫ ହେଲେ ଯୁବତୀ

କନକ ବ୍ୟୁରୋ: ଗିରଫ ହେଲେ ଏମବିଏ ଲୁଟେରା । ଏମବିଏମ ପଢୁଥିବା ଯୁବତୀଙ୍କୁ ଲାପଟପ, ଫୋନ୍ ଆଦି ଚୋରି କରିବା ଅଭିଯୋଗରେ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ଯୁବତୀ ଜଣଙ୍କ ନିଜ ହଷ୍ଟେଲ ସହଯୋଗୀଙ୍କ ଦାମି ଫୋନ୍, ଲାପଟପ୍ ଆଦି ଚୋରି କରି ଚାଲାଣ କରୁଥିଲେ । ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଚୋରୀ ସାମଗ୍ରୀ । ଘଟଣାରେ ଯୁବତୀଙ୍କ ସମେତ ଜଣେ ଦଲାଲ ଅହଦକୁ ଗିରଫ କରିଛି ପୋଲିସ । ଯାହା ସୂଚନା ମିଳିଛି ଏହି ସବୁ ଚୋରି ସାମଗ୍ରୀକୁ ବାଙ୍ଗଲାଦେଶ ଚାଲାଣ କରାଯାଉଥିଲା । ଗିରଫ ଯୁବତୀ ପୂର୍ବରୁ ବି ଚୋରୀ କରି ଚର୍ଚ୍ଚାକୁ ଆସିଛନ୍ତି । ଗୋଟିଏ ଦୋକାନରୁ ଆଇଫୋନ୍ ଚୋରି କରି ଚର୍ଚ୍ଚାକୁ ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe