ପ୍ରେମିକକୁ ୯୭ ଲକ୍ଷ ଦେଇ ପ୍ରେମିକା ଗିରଫ । ଲେଡି ଆକାଉଟାଣ୍ଟଙ୍କୁ ବାନ୍ଧିଲା ପୋଲିସ୍ ।

Advertisment
ପ୍ରେମିକକୁ ୯୭ ଲକ୍ଷ ଦେଇ ପ୍ରେମିକା ଗିରଫ । ଲେଡି ଆକାଉଟାଣ୍ଟଙ୍କୁ ବାନ୍ଧିଲା ପୋଲିସ୍ ।

କନକ ବ୍ୟୁରୋ: ପ୍ରେମିକ ଆକାଉଣ୍ଟକୁ ଟଙ୍କା ପଠାଇ ବନ୍ଧା ହେଲା ପ୍ରେମିକା । ତମାଣ୍ଡୋ ସ୍ଥିତ ଘରୋଇ କଲେଜର ଲେଡି ଆକାଉଟାଣ୍ଟ କୁ ବାନ୍ଧିଲା କମିଶନରେଟ୍ ପୋଲିସ୍ । ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ’ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ କଲେଜ କର୍ତ୍ତୁପକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe