ନେତା ନୁହେଁ ଅଭିନେତାଙ୍କ କଥା ଶୁଣିବାକୁ ଲୋକଙ୍କ ଇଛା : କୁନା ତ୍ରିପାଠୀ

ନେତା ନୁହେଁ ଅଭିନେତାଙ୍କ କଥା ଶୁଣିବାକୁ ଲୋକଙ୍କ ଇଛା : କୁନା ତ୍ରିପାଠୀ

କନକ ବ୍ୟୁରୋ : ନେତାଙ୍କ କଥା ଶୁଣିବାକୁ ଆଉ ଲୋକଙ୍କ ଇଛା ନାହିଁ । ଏଥିପାଇଁ ସିନେ ଅଭିନେତା କରୁଛନ୍ତି ରାଜନୈତିକ ଦଳ ପାଇଁ ପ୍ରଚାର । ପଂଚାୟତ ନିର୍ବାଚନରେ ସେଲିବ୍ରିଟିଙ୍କ ପ୍ରଚାରକୁ ନେଇ ଏହା କହିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ଅଭିନେତା କୁନା ତ୍ରିପାଠୀ । କୁନା କହିଛନ୍ତି, ଏବେ ଆଉ ନେତାଙ୍କ କଥା ଶୁଣିବାକୁ ଲୋକଙ୍କର ସମୟ ନାହିଁ କି ଇଛା ନାହିଁ । ସେଥିପାଇଁ ସିନେ ଅଭିନେତା କରୁଛନ୍ତି ପ୍ରଚାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe