Oneindia Hindi
କୁମ୍ଭମେଳାରେ ପୌଷପୂର୍ଣ୍ଣିମା ପାଇଁ ସ୍ନାନ କରିବାକୁ ଅନେକ ଭକ୍ତ ସଙ୍ଗମ ସ୍ଥଳରେ ଏକଜୁଟ୍ ହୋଇଥିବା ବେଳେ ଏଠାରେ ବିଦେଶୀ ଭକ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନଥିଲା । ମକର ସଂକ୍ରାନ୍ତିର ପ୍ରଥମ ସ୍ନାନ ପରେ ପୌଷପୂର୍ଣ୍ଣିମାରେ ଦ୍ୱିତୀୟ ସ୍ନାନ କରାଗଲା । ଗଙ୍ଗା,ଯମୁନା ଏବଂ ସରସ୍ୱତୀର ସଂଗମ ତଟରେ ସମ୍ପୁର୍ଣ୍ଣ ଦେଶରୁ ଶ୍ରଦ୍ଧାଳୁ ଆସିଥିବା ବେଳେ ପ୍ରୟାଗରାଜର ସଡକ ଶ୍ରଦ୍ଧାଳୁଙ୍କ ସମାଗମରେ ଭର୍ତ୍ତି ହୋଇଯାଇଥିଲା । ଦେଖନ୍ତୁ ଫଟୋରେ ଫଟୋରେ ବିଦେଶୀ ଯାତ୍ରୀଙ୍କ କୁମ୍ଭମେଳା ।
୧ . କୁମ୍ଭମେଳା ସଡକରେ ବୁଲୁଥିବା କିଛି ବିଦେଶିନୀ ।
୨ . ବିଦେଶୀ ଭକ୍ତଙ୍କ ପାଟିରେ ହର ହର ଗଙ୍ଗେ ର ଧ୍ୱନି ।
୩ . ବିଦେଶୀ ଭକ୍ତଙ୍କ ସଙ୍ଗମରେ ବୁଡ ପକାଇବା ବେଳର ଦୃଶ୍ୟ ।
୪ . କୁମ୍ଭମେଳାରେ ଥାଇଲ୍ୟାଣ୍ଡ କଳାକାରଙ୍କ ରାମଲୀଳା ପ୍ରଦର୍ଶନ ।
୫ . ସଙ୍ଗମରେ ବୁଡ ପକାଇବା ପରେ ଗଙ୍ଗା ମା’ ଙ୍କୁ ପ୍ରାର୍ଥନା କରୁଛନ୍ତି ବିଦେଶୀ ଶ୍ରଦ୍ଧାଳୁ ।
୬ . ମେଳାରୁ ପୂଜା ପାଇଁ ସାମଗ୍ରୀ କିଣୁଥିବା ଦୁଇ ବିଦେଶିନୀ ।
Follow Us
/kanak/media/post_attachments/wp-content/uploads/2019/01/xx-1-300x204.jpg)
/kanak/media/post_attachments/wp-content/uploads/2019/01/Capture-37-300x203.jpg)
/kanak/media/post_attachments/wp-content/uploads/2019/01/xeee-300x202.jpg)
/kanak/media/post_attachments/wp-content/uploads/2019/01/MþP-300x209.jpg)
/kanak/media/post_attachments/wp-content/uploads/2019/01/Allahabad-kumbha-300x205.jpg)
/kanak/media/post_attachments/wp-content/uploads/2019/01/ww-300x250.jpg)