କାଦୁଅ ଖାତରେ ଖସିପଡ଼ିଲା ଶିଶୁ ହାତୀ : ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କଲେ ବନ କର୍ମଚାରୀ

Advertisment
କାଦୁଅ ଖାତରେ ଖସିପଡ଼ିଲା ଶିଶୁ ହାତୀ : ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କଲେ ବନ କର୍ମଚାରୀ

କନକ ବ୍ୟୁରୋ : କୁଚିଣ୍ଡା ବନାଂଚଳ ବେଦଝରଣ ନିକଟ ଏକ ନାଳକୁ ପାଣି ପିଇବାକୁ ଯାଇଥିବାବେଳେ ଏକ ଶିଶୁ ହାତୀ ଆହତ ହୋଇଛି ।  ଜଙ୍ଗଲ ନିକଟ ଏକ କାଦୁଅ ଖାତ ଭିତରେ ହାତୀଟି ଫସିରହିଥିବା ବେଳେ ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ହାତୀକୁ ଉଦ୍ଧାର କରିଛି ବନବିଭାଗ । ଏହି ଶିଶୁ ହାତୀର ବୟସ ୬ ମାସରୁ ୧ ବର୍ଷ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe