କନକ ବ୍ୟୁରୋ : କୁଚିଣ୍ଡା ବନାଂଚଳ ବେଦଝରଣ ନିକଟ ଏକ ନାଳକୁ ପାଣି ପିଇବାକୁ ଯାଇଥିବାବେଳେ ଏକ ଶିଶୁ ହାତୀ ଆହତ ହୋଇଛି । ଜଙ୍ଗଲ ନିକଟ ଏକ କାଦୁଅ ଖାତ ଭିତରେ ହାତୀଟି ଫସିରହିଥିବା ବେଳେ ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ହାତୀକୁ ଉଦ୍ଧାର କରିଛି ବନବିଭାଗ । ଏହି ଶିଶୁ ହାତୀର ବୟସ ୬ ମାସରୁ ୧ ବର୍ଷ ହେବ ବୋଲି ଜଣାପଡ଼ିଛି ।
କାଦୁଅ ଖାତରେ ଖସିପଡ଼ିଲା ଶିଶୁ ହାତୀ : ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କଲେ ବନ କର୍ମଚାରୀ
/kanak/media/post_attachments/wp-content/uploads/2021/11/19-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)