କୃଷ୍ଣପ୍ରସାଦରେ ରାଜନୈତିକ ହିଂସା । ବୁଥରେ ଆକ୍ରମଣ, ୫୦ରୁ ଅଧିକ ଆହତ

Advertisment
କୃଷ୍ଣପ୍ରସାଦରେ ରାଜନୈତିକ ହିଂସା । ବୁଥରେ ଆକ୍ରମଣ, ୫୦ରୁ ଅଧିକ ଆହତ

କନକ ବ୍ୟୁରୋ : କୃଷ୍ଣପ୍ରସାଦରେ ରାଜନୈତିକ ହିଂସା । ଅଲଣ୍ଡା ପଂଚାୟତର ୪ ନମ୍ବର ବୁଥ୍ରେ ସଂଘବଦ୍ଧ ଆକ୍ରମଣ । ଭୋଟ୍ ଗ୍ରହଣ ଚାଲିଥିବା ବେଳେ ହଠାତ୍ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ବୋମା ମାଡ଼ ସହ ଢେଙ୍ଗା ଓ ।ଢେଲାପଥର ମାଡ ହୋଇଥିବା ଜଣାପଡ଼ିଛି । ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ଅନୁଧ୍ୟାନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe