କୋରାପୁଟର କୋଟିଆରେ ଆନ୍ଧ୍ର ଦାଦାଗିରିର ସମୀକ୍ଷା କରିବ ଉଚ୍ଚସ୍ତରୀୟ ଟିମ୍ : ଅନୁଧ୍ୟାନ ପାଇଁ ଆଜି କୋଟିଆ ଯିବ ୫ଜଣିଆ ପ୍ରତିନିଧି ଦଳ

Advertisment
କୋରାପୁଟର କୋଟିଆରେ ଆନ୍ଧ୍ର ଦାଦାଗିରିର ସମୀକ୍ଷା କରିବ ଉଚ୍ଚସ୍ତରୀୟ ଟିମ୍ : ଅନୁଧ୍ୟାନ ପାଇଁ ଆଜି କୋଟିଆ ଯିବ ୫ଜଣିଆ ପ୍ରତିନିଧି ଦଳ

କନକ ବ୍ୟୁରୋ : ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବଢିଚାଲିଥିବା ବେଳେ ଆଜି ଓଡିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ କୋଟିଆ ଗସ୍ତରେ ଯିବ । ଏହି ଟିମ୍ ସେଠାକାର ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେବ । କେବିକେ ପ୍ରଶାସକ ଏସପି ଠାକୁରଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମରେ ପୁଲିସ ଆଇଜି ସଂଜୀବ ପଣ୍ଡା, ରାଜସ୍ୱ ବିଭାଗ ନିର୍ଦ୍ଦେଶକ ଅଶୋକ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ଶଶଧନ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଆଶୁତୋଷ ମଲ୍ଲିକ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe