ସରିଲା ସଟଡାଉନ: କୋରାପୁଟ ଜିଲ୍ଲାରେ ଆଜିଠାରୁ ୧୪ ଦିନିଆ ଲକଡାଉନ; ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲିବ ଦୋକାନ ବଜାର

ସରିଲା ସଟଡାଉନ: କୋରାପୁଟ ଜିଲ୍ଲାରେ ଆଜିଠାରୁ ୧୪ ଦିନିଆ ଲକଡାଉନ; ସକାଳ ୭ଟାରୁ  ଦିନ ଗୋଟାଏ ଯାଏଁ ଖୋଲିବ ଦୋକାନ ବଜାର

କନକ ବ୍ୟୁରୋ: ସରିଲା ସଟଡାଉନ । କୋରାପୁଟରେ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଅନେକ କଟକଣା ସହ ଦୋକାନବଜାର ଖୋଲିବାକୁ ମିଳିଛି ଅନୁମତି । ଜିଲ୍ଲାରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲିବ । ସେହିଭଳି ସେଲୁନ, ଗହଣା ଦୋକାନ ଓ ଅନ୍ୟ ଦୋକାନ ଖୋଲିବାକୁ ମିଳିଛି ଅନୁମତି । କଟକଣା କୋହଳ ପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe