କନକ ବ୍ୟୁରୋ: କୋରାପୁଟ ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ନେତା ବାଛୁଛନ୍ତି ଜନତା ଜନାର୍ଦ୍ଦନ । କୋରାପୁଟ ଅଙ୍କକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନରେ ଯାଉଥିବା ଏହି ବିଧାନସଭା କ୍ଷେତ୍ରରେ ଭୋଟ ଦେଉଛନ୍ତି ମତଦାତା ।
୨୦୧୯ର ଲଢେଇ
ବିଜେଡି: ରଘୁରାମ ପଡାଲ
କଂଗ୍ରେସ: କୃଷ୍ଣ ଚନ୍ଦ୍ର କୁଳଦୀପ
ବିଜେପି: ତ୍ରିପୁରା ଗରାଡ
୨୦୧୯-ବିଜେଡି: ରଘୁରାମ ପଡାଲ
- ପୂର୍ବତନ ବିଧାୟକ
- ୨୦୦୯ରେ ବିଜେଡିରୁ ବିଧାୟକ ଥିଲେ
- ୨୦୧୪ରେ ଟିକେଟ୍ ମିଳିନଥିଲା
୨୦୧୯--କଂଗ୍ରେସ: କୃଷ୍ଣଚନ୍ଦ୍ର କୁଳଦୀପ
- କଂଗ୍ରେସର ନୂଆ ଚେହେରା
- ଠିକାଦାରରୁ ରାଜନେତା
- କୋରାପୁଟରେ ପରିଚିତ ବ୍ୟକ୍ତି
୨୦୧୯—ବିଜେପି: ତ୍ରିପୁରା ଗରଡ଼ା
- ବିଜେପିର ନୂଆ ମୁହଁ
- ଏଲଆଇସି ଡିଓରୁ ବିଧାୟକ ପ୍ରାର୍ଥୀ
- ୧୦ ବର୍ଷ ହେଲା ବିଜେଡିରେ ଥିଲେ
- ଟିକେଟ୍ ନମିଳିବାରୁ ବିଜେପିରେ ମିଶି ଟିକେଟ୍ ପାଇଛନ୍ତି
ମୈଦାନରେ ମହିଳା ପ୍ରାର୍ଥୀ
- ମହିଳା ପ୍ରାର୍ଥୀ ନାହାଁନ୍ତି
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ରଘୁରାମ ପୋଡାଲ ପୂର୍ବରୁ ୨୦୦୯ରେ ବିଧାୟକ ଥିଲେ
- କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର କୁଳଦୀପ ଠିକାଦାରରୁ ରାଜନେତା ହୋଇଛନ୍ତି
- ଆଗରୁ ନିର୍ବାଚନ ଲଢିନାହାଁନ୍ତି
- ବିଜେପି ପ୍ରାର୍ଥୀ ତ୍ରିପୁରା ଗରଡ଼ା ବିଜେଡିରୁ ଟିକେଟ୍ ନପାଇ ବିଜେପିରେ ମିଶି ଟିକେଟ୍ ହାତେଇଛନ୍ତି
- ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- କୋରାପୁଟ, ସୁନାବେଡା, ଲମତାପୁଟ ଏବଂ ବୈପାରୀଗୁଡା ବ୍ଳକ୍କୁ ନେଇ କୋରାପୁଟ ନିର୍ବାଚନମଣ୍ଡଳୀ ଗଠିତ ।
- କୋରାପୁଟର ୧୫ଟି ପଂଚାୟତ ଏବଂ ବୈପାରୀଗୁଡାର ୮ଟି ପଂଚାୟତ ରହିଛି ।
- ସୁନାବେଡ଼ା ଓ କୋରାପୁଟ ୨ ଟି ମ୍ୟୁନିସପାଲଟି ରହିଛି ।
- କୋରାପୁଟ ମ୍ୟୁନିସପାଲଟି କଂଗ୍ରେସ କବଜାରେ ରହିଛି ।
- ସୁନାବେଡ଼ା ମ୍ୟୁନିସପାଲଟି ବିଜେଡ଼ି ଦଖଲରେ ରହିଛି ।
କୋରାପୁଟ ବିଧାନସଭା ଆସନ
- ଅନୁସୂଚିତ ଜାତି (ଏସସି) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ୨୦୦୯ରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ବିଜେଡି ପ୍ରାର୍ଥୀ ରଘୁରାମ ପୋଡାଲ ୧୧୧୪ ଭୋଟରେ ହରାଇଥିଲେ ।
- ୨୦୧୪ରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ, ବିଜେଡି ପ୍ରାର୍ଥୀ ରଘୁରାମ ମାଛଙ୍କୁୁ ୪ ହଜାର ୯୭୬ ଭୋଟ୍ରେ ହରାଇଥିଲେ ।
- ୨୦୦୦ରୁ ୨୦୦୯ ଯାଏଁ କଂଗ୍ରେସରୁ ତାରାପ୍ରସାଦ ବାହୀନିପତି ବିଧାୟକ ଥିଲେ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୫ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୯ ହଜାର ୪୩୯
- ମତ ଦେଇଥିଲେ – ୧ ଲକ୍ଷ ୨୪ ହଜାର ୬୬୨
- ଭୋଟଦାନ ହାର – ୭୩.୫୭%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରଘୁରାମ ମାଛ ବିଜେଡି ୪୫୬୯୬ ୩୬.୬୬% ପରାସ୍ତ
କୃଷ୍ଣ ଚନ୍ଦ୍ର ସଗରିଆ କଂଗ୍ରେସ ୫୦୬୭୨ ୪୦.୬୫% ବିଜୟୀ
ଜୟରାମ ଗରାଡ ବିଜେପି ୧୩୬୬୫ ୧୦.୯୬% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ରଘୁରାମ ମାଛ
ଦଳ - ବିଜେଡି
ଭୋଟ - ୪୫୬୯୬
ପ୍ରତିଶତ - ୩୬.୬୬%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଜୟରାମ ଗରାଡ
ଦଳ - ବିଜେପି
ଭୋଟ -୧୩୬୬୫
ପ୍ରତିଶତ - ୧୦.୯୬%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କୃଷ୍ଣ ଚନ୍ଦ୍ର ସଗରିଆ
ଦଳ - କଂଗ୍ରେସ
ଭୋଟ - ୫୦୬୭୨
ପ୍ରତିଶତ - ୪୦.୬୫%
ଫଳାଫଳ – ବିଜୟୀ
କିଏ ମାରିଥିଲା ବାଜି?
- କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଜିତିଥିଲେ
- ୫୦ ହଜାର ୬୭୨ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ରଘୁରାମ ମାଛଙ୍କୁ ପରାସ୍ତ କରିଥିଲେ
- ୪ ହଜାର ୯୭୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୧ ହଜାର ୭୯୭
- ମତ ଦେଇଥିଲେ – ୯୫ ହଜାର ୦୪୩
- ଭୋଟଦାନ ହାର –
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରଘୁରାମ ପଡାଲ ବିଜେଡି ୩୩୨୩୫ ୩୪.୯୭% ବିଜୟୀ
କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସ ୩୨୧୨୧ ୩୩.୮୦% ପରାସ୍ତ
ଜୟରାମ ଗରାଡ ବିଜେପି ୮୯୧୭ ୯.୩୮% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରଘୁରାମ ପଡାଲ
ଦଳ - ବିଜେଡି
ଭୋଟ - ୩୩୨୩୫
ପ୍ରତିଶତ - ୩୪.୯୭%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଜୟରାମ ଗରାଡ
ଦଳ - ବିଜେପି
ଭୋଟ -୮୯୧୭
ପ୍ରତିଶତ - ୯.୩୮%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - କୃଷ୍ଣଚନ୍ଦ୍ର ସଗରିଆ
ଦଳ - କଂଗ୍ରେସ
ଭୋଟ -୩୨୧୨୧
ପ୍ରତିଶତ - ୩୩.୮୦%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଥିଲେ
- ୩୩ ହଜାର ୨୩୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ପରାସ୍ତ କରିଥିଲେ
- ୧୧ ଶହ ୧୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳାଇଥିଲା
- ରଘୁରାମ ପୋଡାଲଙ୍କ ସ୍ଥାନରେ ରଘୁରାମ ମାଛଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି