ଜୀବିକା ପାଇଁ ବନ୍ଧା ପଡିଛି ଜୀବନ: ଟ୍ୟୁବ୍ ସାଜିଛି ନୌକା, ଆହୁଲା ମାରୁଛି ଚପଲ; କୋରାପୁଟ କୁରାଣୀ ନଦୀରେ ଏମିତି ପାଣି ପାରି ହେଉଛନ୍ତି ଲୋକେ

Advertisment
ଜୀବିକା ପାଇଁ ବନ୍ଧା ପଡିଛି ଜୀବନ: ଟ୍ୟୁବ୍ ସାଜିଛି ନୌକା, ଆହୁଲା ମାରୁଛି ଚପଲ; କୋରାପୁଟ କୁରାଣୀ ନଦୀରେ ଏମିତି ପାଣି ପାରି ହେଉଛନ୍ତି ଲୋକେ

କନକ ବ୍ୟୁରୋ: ଜୀବିକା ପାଇଁ ବନ୍ଧା ପଡିଛି ଜୀବନ । ଟ୍ୟୁବ୍ ସାଜିଛି ନୌକା, ଆହୁଲା ମାରୁଛି ଚପଲ ।

publive-image

କୋରାପୁଟ କୁରାଣୀ ନଦୀରେ ଏମିତି ପାଣି ପାରି ହେଉଛନ୍ତି ଲୋକେ । ଜଗମ ଗୁଡା ଡ୍ୟାମ ତିଆରି ହେବା ପରେ ଜଳବନ୍ଦୀ ହୋଇ ରହିଛି କୋରାପୁର ପୌର ପରିଷଦର ୧୬ ନମ୍ବର ୱାର୍ଡର ତେନ୍ତୁଳିଗୁଡା ଗ୍ରାମବାସୀ ।

publive-image

ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏହି ଗାଁରେ ଜୀବନ ଜୀବିକା ପାଇଁ ଲୋକ ବିପଦପୂର୍ଣ୍ଣ ପାଣି ପାରି ହେଉଥିଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe