କନକ ବ୍ୟୁରୋ: ଜୀବିକା ପାଇଁ ବନ୍ଧା ପଡିଛି ଜୀବନ । ଟ୍ୟୁବ୍ ସାଜିଛି ନୌକା, ଆହୁଲା ମାରୁଛି ଚପଲ ।
କୋରାପୁଟ କୁରାଣୀ ନଦୀରେ ଏମିତି ପାଣି ପାରି ହେଉଛନ୍ତି ଲୋକେ । ଜଗମ ଗୁଡା ଡ୍ୟାମ ତିଆରି ହେବା ପରେ ଜଳବନ୍ଦୀ ହୋଇ ରହିଛି କୋରାପୁର ପୌର ପରିଷଦର ୧୬ ନମ୍ବର ୱାର୍ଡର ତେନ୍ତୁଳିଗୁଡା ଗ୍ରାମବାସୀ ।
ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏହି ଗାଁରେ ଜୀବନ ଜୀବିକା ପାଇଁ ଲୋକ ବିପଦପୂର୍ଣ୍ଣ ପାଣି ପାରି ହେଉଥିଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/33-2.jpg)
/kanak/media/post_attachments/wp-content/uploads/2020/10/Screen-Shot-2020-10-03-at-1.19.31-PM.png)
/kanak/media/post_attachments/wp-content/uploads/2020/10/Screen-Shot-2020-10-03-at-1.20.24-PM.png)