ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ : ମୁକ୍ତାକାଶ ରଙ୍ଗମଂଚରେ ନୃତ୍ୟଗୀତର ଆସର

Advertisment
ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ : ମୁକ୍ତାକାଶ ରଙ୍ଗମଂଚରେ ନୃତ୍ୟଗୀତର ଆସର

କନକ ବ୍ୟୁରୋ : ଝଲସୁଛି କୋଣାର୍କ ମୁକ୍ତାକାଶ ରଙ୍ଗମଂଚ । ଆରମ୍ଭ ହୋଇଯାଇଛି ୨୬ତମ କୋଣାର୍କ ମହୋତ୍ସବ । ଉଦଘାଟନୀ ସଂଧ୍ୟା ଓଡିଶୀ ନୃତ୍ୟାଙ୍ଗନାଙ୍କ ନିପୁରର ରୁଣୁଝୁଣୁ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ନୂଆଦିଲ୍ଲୀର ମାଧବୀ ମଦଗଲଙ୍କ ସୂର୍ଯ୍ୟ ବନ୍ଦନାରୁ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମ । ଏହା ପରେ ପରେ ମଂଚରେ ଚେନ୍ନାଇ ନୃତ୍ୟଶିଳ୍ପୀଙ୍କ କୁଚୁପୁଡି ନୃତ୍ୟ । ଯାହା ଶୀତୁଆ ରାତିରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe