ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ : ମୁକ୍ତାକାଶ ରଙ୍ଗମଂଚରେ ନୃତ୍ୟଗୀତର ଆସର

16

କନକ ବ୍ୟୁରୋ : ଝଲସୁଛି କୋଣାର୍କ ମୁକ୍ତାକାଶ ରଙ୍ଗମଂଚ । ଆରମ୍ଭ ହୋଇଯାଇଛି ୨୬ତମ କୋଣାର୍କ ମହୋତ୍ସବ । ଉଦଘାଟନୀ ସଂଧ୍ୟା ଓଡିଶୀ ନୃତ୍ୟାଙ୍ଗନାଙ୍କ ନିପୁରର ରୁଣୁଝୁଣୁ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ନୂଆଦିଲ୍ଲୀର ମାଧବୀ ମଦଗଲଙ୍କ ସୂର୍ଯ୍ୟ ବନ୍ଦନାରୁ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମ । ଏହା ପରେ ପରେ ମଂଚରେ ଚେନ୍ନାଇ ନୃତ୍ୟଶିଳ୍ପୀଙ୍କ କୁଚୁପୁଡି ନୃତ୍ୟ । ଯାହା ଶୀତୁଆ ରାତିରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।

ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.