କନକ ବ୍ୟୁରୋ : ବଦଳିଲା କଲିକତା ବନ୍ଦର ନାଁ । ଭାରତୀୟ ଜନସଂଘର ପ୍ରତିଷ୍ଟାତା ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ନାଁରେ କଲିକତା ବନ୍ଦରକୁ ନାମିତ କରାଯାଇଛି । କଲିକତା ପୋର୍ଟ ଟ୍ରଷ୍ଟର ୧୫୦ବର୍ଷପୂର୍ତି ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କଲିକତାର ନେତାଜୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି- କଲିକତା ବନ୍ଦର ଭାରତୀୟ ଶିଳ୍ପ ସ୍ୱାଧିନତାର ପ୍ରତୀକ । ଏହା କେବଳ ଜାହାଜ ଯିବା ଆସିବାର ଠିକଣା ନୁହେଁ । ଭାରତକୁ ବିଦେଶସହ ଯୋଡ଼ିଥିବା ଏକ ପ୍ରମୁଖ ମାଧ୍ୟମ । ଏହି ବନ୍ଦର ଭାରତର ସ୍ୱାଧିନତା ଏବଂ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ଯାତ୍ରର ଏକ ମୁଖସାକ୍ଷୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/flyokolkata-airport-800x445.png)