କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ବିରାଟଙ୍କର ଏହା ୪୬ ତମ ଦିନିକିଆ ଶତକ । ୮୫ ବଲରୁ ସେ ଏହି ଶତକ ହାସଲ କରିଛନ୍ତି । ଏଥିରେ ୧୦ଟି ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି । ପ୍ରଥମ ଦିନିକିଆରେ ମଧ୍ୟ ବିରାଟ ଦମଦାର ଶତକ ହାସଲ କରିଥିଲେ । ଏହି ସିରିଜରେ ଏହା କୋହଲିଙ୍କର ଦ୍ୱିତୀୟ ଶତକ ।
ତୃତୀୟ ଦିନିକିଆରେ କୋହଲିଙ୍କ ଦମଦାର ଶତକ। ୪୬ ତମ ଶତକ ହାସଲ କଲେ ବିରାଟ ।
/kanak/media/post_attachments/wp-content/uploads/2023/01/Fmgh6CDaEAI9F_B.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)