ରଣବୀରଙ୍କ ଖୁଲାସା ! କହିଲେ, ସାଙ୍ଗମାନଙ୍କ ଗର୍ଲଫ୍ରେଣ୍ଡ୍ ସହ ବିତାଏ ରାତି

କେତେ ଜାଣନ୍ତି ରଣବୀରଙ୍କୁ ! ପଢନ୍ତୁ ଚକଲେଟ୍ ହିରୋଙ୍କ ଜୀବନର କିଛି ଅଜଣା କଥା

ବଲିଉଡ ଅଭିନେତା ରଣବୀର କପୁର ଅନେକ ନାୟିକାଙ୍କୁ ଡେଟ୍ କରି ସାରିଛନ୍ତି । ତାଙ୍କ ପ୍ରେମିକାଙ୍କ ତାଲିକାରେ ଅଛନ୍ତି ସୋନମ୍ କପୁର, ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ । ହେଲେ ଏବେ ବି ମଧ୍ୟ ଏକା ଅଛନ୍ତି ବି ଟାଉନର ଏହି ସେଲିବ୍ରିଟି ।

ତେବେ ନିକଟରେ ନିଜ ସଂପର୍କକୁ ନେଇ ଏକ ବଡ ଖୁଲାସା କରିଛନ୍ତି ରଣବୀର । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନିଜ ସାଙ୍ଗ ମାନଙ୍କ ଗର୍ଲଫ୍ରେଣ୍ଡ୍ ସହ ରାତି ବିତାଇଛନ୍ତି ରଣବୀର୍ । କରଣ ଜୋହରଙ୍କ ସୋ’ ‘କଫି ୱିଥ୍ କରନ୍’ରେ ନିଜେ ରଣବୀର୍ ଏକଥା ସ୍ୱୀକାର କରିଛନ୍ତି ।

ସେହିପରି ଅନ୍ୟ ଏକ ସାକ୍ଷାତକାରରେ ଦୀପିକାଙ୍କୁ ଧୋକ୍କା ଦେବା କଥା ମଧ୍ୟ ସ୍ୱୀକାର କରିଛନ୍ତି ରଣବୀର । ସେ ସମୟରେ ସଂପର୍କକୁ ଠିକରେ ସମ୍ଭାଳିବା ଜ୍ଞାନ ନଥିଲା ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଏବେ ସେ ତାଙ୍କର ଭୁଲକୁ ହୃଦୟଙ୍ଗମ କରୁଛନ୍ତି । ତେବେ ଭୂଲ କରି ସ୍ୱୀକାର କରିବା କଳା ବେଶ୍ ଭଲ ଭାବରେ ଜଣା ବି ଟାଉନର ଏହି ସେଲିବ୍ରିଟିଙ୍କୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe