କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ...
ବନ୍ଦ ରହିବ
- ପେଟ୍ରୋଲ ପମ୍ପ
- ଘରୋଇ ବସ
- ସମସ୍ତ ଶିକ୍ଷାନୁଷ୍ଠାନ
- ଦୋକାନ ବଜାର
- ଗାଡି ଚଳାଚଳ
ଖୋଲା ରହିବ
- ଔଷଧ ଦୋକାନ
- ସ୍ୱାସ୍ଥ୍ୟସେବା ଜାରି ରହିବ
- ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ
- ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ
- ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ
Follow Us