କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ...
ବନ୍ଦ ରହିବ
- ପେଟ୍ରୋଲ ପମ୍ପ
- ଘରୋଇ ବସ
- ସମସ୍ତ ଶିକ୍ଷାନୁଷ୍ଠାନ
- ଦୋକାନ ବଜାର
- ଗାଡି ଚଳାଚଳ
#ରାଜ୍ୟବାସୀଙ୍କ_ପାଇଁ#ଜରୁରୀ_ସୂଚନା...
ଆସନ୍ତାକାଲି କଂଗ୍ରେସ କରିବ ଓଡିଶା ବନ୍ଦ । #OdishaBandh#Congress#Odishapic.twitter.com/nc07ml40lV— Kanak News (@kanak_news) February 14, 2021
ଖୋଲା ରହିବ
- ଔଷଧ ଦୋକାନ
- ସ୍ୱାସ୍ଥ୍ୟସେବା ଜାରି ରହିବ
- ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ
- ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ
- ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/13-14.jpg)