କନକ ବ୍ୟୁରୋ: କାକଟପୁର କାକଟପୁର ନିକଟ ପ୍ରାଚୀନଦୀ କୂଳରେ ଅବସ୍ଥିତ ଦେଉଳି ମଠ । ଏହି ମଠ ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଭାବରେ ପରିଚିତ । ନବକଳେବର ସମୟରେ ଚତୁର୍ଦ୍ଧା ମୂର୍ତିଙ୍କ ଦାରୁ ସନ୍ଧାନ ପାଇଁ ଦଇତାପତିମାନେ ଏହି ଦେଉଳି ମଠରେ ଅଧିଆ ପଡ଼ିଥାନ୍ତି । ମାଆ ମଙ୍ଗଳାଙ୍କ ସ୍ୱପ୍ନାଦେଶ ପାଇବା ପରେ ମିଳିଥାଏ ଦାରୁର ଠିକଣା । ଏଠାରେ ପୂଜା ପାଇଥାନ୍ତି ଜଗନ୍ନାଥ ଓ ବଳଭଦ୍ର ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
  
 Follow Us