କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ପରେ ଏହାକୁ ନେଇ ଜମ୍ମୁରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ପାକିସ୍ତାନ ଓ ଅନ୍ୟ ସ୍ଥାନର ରିଫ୍ୟୁଜିମାନେ ଏବେ ଉତ୍ସାହର ସହ ଖୁସି ମନାଉଛନ୍ତି । ମିଠା ବାଂଟି ବାଜା ବଜାଇ ଉତ୍ସବ ପାଳନ କରିଛନ୍ତ
- ୧୯୪୭, ଅକ୍ଟୋବର ୨୬ରେ ଭାରତ ସହ ଯୋଡ଼ି ହୋଇଥିଲା ଜାମ୍ମୁ-କାଶ୍ମୀର
- ୧୯୪୯ରେ ଜମ୍ମୁ-କାଶ୍ମିର ପାଇଁ ସମ୍ବିଧାନରେ ଯୋଡ଼ା ହୋଇଥିଲା ଧାରା ୩୭୦
- ପ୍ରଥମରୁ ଏହାକୁ ବିରୋଧ କରିଥିଲେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକର
- ଏହାକୁ ଦେଶଦ୍ରୋହ ସହ ସମାନ ବୋଲି କହିଥିଲେ ଆମ୍ବେଦକର
- ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା
- ଏହି ଧାରା ଅନୁଯାୟୀ ଭାରତର ସବୁ ଆଇନ ଜାମ୍ମୁ-କାଶ୍ମୀରରେ ଲାଗୁ ହେଉନଥିଲା
- କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରିବ ଭାରତ
- ଅନ୍ୟ କ୍ଷେତ୍ରରେ କିଛି ଆଇନ ଲାଗୁ କରିବାକୁ ହେଲେ ଜାମ୍ମୁ କାଶ୍ମୀର ବିଧାନସଭାର ଅନୁମତି ନେବାକୁ ପଡିବ
- ଜାମ୍ମୁ-କାଶ୍ମୀରର ବାସିନ୍ଦା ସ୍ୱତନ୍ତ୍ର ଅଧିକାର ପାଇବେ
- ଜାମ୍ମୁ-କାଶ୍ମୀରର ସମ୍ପତ୍ତି ଓ ଜମିକୁ ଅନ୍ୟ ରାଜ୍ୟର ଲୋକେ କିଣି ପାରିବେ ନାହିଁ
- କିନ୍ତୁ ଜାମ୍ମୁ-କାଶ୍ମୀରବାସୀ ଅନ୍ୟ ରାଜ୍ୟରେ ଜମି ଓ ସମ୍ପତ୍ତି କିଣିପାରିବେ
- ଆର୍ôଥକ ବିପତ୍ତି ବେଳେ ଜାମ୍ମୁ ଓ କାଶ୍ମୀରରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ ନାହିଁ
- କେବଳ ବାହ୍ୟ ଆକ୍ରମଣ କିମ୍ବା ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ
- ତେବେ ଧାରା-୩୭୦ ଏକ ଅସ୍ଥାୟୀ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା
--
ଜମ୍ମୁ କାଶ୍ମୀର ଦେନ୍-ନାଓ--- ଗ୍ରାଫିକ୍ସ- ଫାଇନାଲ୍
ଧାରା-୩୭୦
ପୂର୍ବରୁ ଏବେ
ଜାମ୍ମୁ କାଶ୍ମୀରକୁ ଦିଆଯାଇଥିଲା ସ୍ୱତନ୍ତ୍ର କ୍ଷମତା -- କୌଣସି ସ୍ୱତନ୍ତ୍ର କ୍ଷମତା ନାହିଁ
ମିଳିଥିଲା ଦୈତ୍ୟ ନାଗରିକତା -- କେବଳ ଏକକ ନାଗରିକତ୍ୱ ମିଳିବ
ଜାମ୍ମୁ କାଶ୍ମୀର ପାଇଁ ଥିଲା ସ୍ୱତନ୍ତ୍ର ପତାକା -- ତ୍ରିରଙ୍ଗା ହିଁ ଏକମାତ୍ର ପତକା ରହିବ
ଆର୍ଥିକ ଜୁରୁରୀକାଳୀନ(ଧାରା ୩୬୦) ଲାଗୁ ହୋଇପାରୁନଥିଲା-- ଧାରା ୩୬୦ ଲାଗୁ ହୋଇପାରିବ
ହିନ୍ଦୁ, ଶିଖଙ୍କ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ନଥିଲା ସଂରକ୍ଷଣ-- ସଂଖ୍ୟାଲଘୁଙ୍କୁ ୧୬% ସଂରକ୍ଷଣ ମିଳିିବ
ଅନ୍ୟ ରାଜ୍ୟର ଲୋକେ ଏଠାରେ ଜମି କିଣିପାରୁନଥିଲେ — ଅନ୍ୟ ରାଜ୍ୟର ଲୋକେ ଜମି କଣିପାରିବେ
ଜାମ୍ମୁ କାଶ୍ମୀରରେ ଆରଟିଆଇ ବ୍ୟବସ୍ଥା ନଥିଲା – ଆରଟିଆଇ ସୁବିଧା ଉପଲବ୍ଧ ହେବ
ଅନ୍ୟ ରାଜ୍ୟର ପୁରୁଷଙ୍କୁ ବିବାହ କଲେ ମହିଳା ହରାଉଥିଲେ ନାଗରିକତା— ଏବେ ଯିବନି ନାଗରିକତା
ପଂଚାୟତର କୌଣସି କ୍ଷମତା ନଥିଲା -- ଅନ୍ୟ ରାଜ୍ୟ ଭଳି ପଂଚାୟତକୁ ମିଳିବ କ୍ଷମତା
ଶିକ୍ଷା ଅଧିକାର ମିଳୁନଥିଲା -- ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ଅଧିକାର