ଦୁବାଇରେ ହେବ ଦମଦାର୍ ମ୍ୟାଚ୍: ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ କୋଲକାତାର ନିଷ୍ପତ୍ତି । ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଧୋନୀ ବାହିନୀ...

Advertisment
ଦୁବାଇରେ ହେବ ଦମଦାର୍ ମ୍ୟାଚ୍: ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ କୋଲକାତାର ନିଷ୍ପତ୍ତି । ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଧୋନୀ ବାହିନୀ...

କନକ ବ୍ୟୁରୋ: ଆଇପିଏଲ ଟକ୍କର, ଦୁବାଇର ଅବୁଧାବୀ ଷ୍ଟାଡିୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସଙ୍କ ମଧ୍ୟରେ ଖୋଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ତେବେ ପ୍ରଥମେ ଟସ୍ ଜିତି କୋଲକାତା ବ୍ୟାଟିଂ କରିବାକୁ ନିଷ୍ପତ୍ତି । ଅପର ପକ୍ଷେ ଧୋନୀ ବାହିନୀ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ।

ତେବେ ଚେନ୍ନାଇ ପୂର୍ବ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିଥିବାବେଳେ ଏହି ବିଜୟ ଧାରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ । ଅନ୍ୟପଟେ କୋଲକାତା କିନ୍ତୁ ପୂର୍ବ ମ୍ୟାଚ୍ ହାରିଥିବା ବେଳେ ଏହାକୁ ଭୁଲି ମନୋବଳ ଦୃଢ଼ କରି ବିଜୟ ହାସଲ ପାଇଁ ରଣନୀତି କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe