କନକ ବ୍ୟୁରୋ: ଆଇପିଏଲ ଟକ୍କର, ଦୁବାଇର ଅବୁଧାବୀ ଷ୍ଟାଡିୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସଙ୍କ ମଧ୍ୟରେ ଖୋଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ତେବେ ପ୍ରଥମେ ଟସ୍ ଜିତି କୋଲକାତା ବ୍ୟାଟିଂ କରିବାକୁ ନିଷ୍ପତ୍ତି । ଅପର ପକ୍ଷେ ଧୋନୀ ବାହିନୀ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ।
#KKR have won the toss and they will bat first against #CSK.#Dream11IPLpic.twitter.com/7iDHNesmDv
— IndianPremierLeague (@IPL) October 7, 2020
ତେବେ ଚେନ୍ନାଇ ପୂର୍ବ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିଥିବାବେଳେ ଏହି ବିଜୟ ଧାରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ । ଅନ୍ୟପଟେ କୋଲକାତା କିନ୍ତୁ ପୂର୍ବ ମ୍ୟାଚ୍ ହାରିଥିବା ବେଳେ ଏହାକୁ ଭୁଲି ମନୋବଳ ଦୃଢ଼ କରି ବିଜୟ ହାସଲ ପାଇଁ ରଣନୀତି କରିବ ।