କନକ ବ୍ୟୁରୋ : ଆଇପିଏଲ ୨୦୨୦ର ଆଜି ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ କିଙ୍ଗ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ତେଣୁ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ।
ପଞ୍ଜାବ ପକ୍ଷରୁ ପ୍ରଥମେ ଦୁଇ ଓପନର ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବେ । ଦୁଇ ଦଳ ନିଜର ପ୍ରଥମ ମ୍ୟାଚ ଆଜି ଖେଳିବେ । ତେଣୁ ପ୍ରଥମ ମ୍ୟାଚରେ ଉଭୟ ବିଜୟ ହାସଲ କରିବାକୁ ଚେଷ୍ଟା କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Capture-8.jpg)