କମେଡି କିଙ୍ଗଙ୍କ ରୋମାଂଟିକ୍ ଅବତାର : ଅଜୟ ଦେବଗନଙ୍କ ଝିଅ ସହ ରୋମାନ୍ସ କରିବେ କପିଲ୍

କମେଡି କିଙ୍ଗଙ୍କ ରୋମାଂଟିକ୍ ଅବତାର : ଅଜୟ ଦେବଗନଙ୍କ ଝିଅ ସହ ରୋମାନ୍ସ କରିବେ କପିଲ୍

ishita-dutta-ଛୋଟ ପରଦାରେ ସମସ୍ତଙ୍କୁ ହସାଉଥିବା କପିଲ୍ ଏବେ ବଡ ପରଦାରେ ପୁଣି ଥରେ କରିବେ ରୋମାନ୍ସ । ସେ ପୁଣି ଅଜୟ ଦେବଗନଙ୍କ ଝିଅ ସହ । ତେବେ ଅଜୟଙ୍କ ରିୟଲ୍ ଝିଅ ନୁହେଁ ରିଲ୍ ଝିଅ । ଅର୍ଥାତ୍ ସିନେମା ‘ଦୃଶ୍ୟମ୍’ରେ ଅଜୟଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଇଷିତା ଦତ୍ତଙ୍କ ସହ ଆଗାମୀ ସିନେମାରେ ଅଭିନୟ କରିବେ କପିଲ୍ । ଫିଲ୍ମର ନାଁ ଏଯାଏ ସ୍ଥିର ହୋଇ ନଥିବା ବେଳେ ସୁଟିଂ ନଭେମ୍ବର ପରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe