ଛୋଟ ପରଦାରେ ସମସ୍ତଙ୍କୁ ହସାଉଥିବା କପିଲ୍ ଏବେ ବଡ ପରଦାରେ ପୁଣି ଥରେ କରିବେ ରୋମାନ୍ସ । ସେ ପୁଣି ଅଜୟ ଦେବଗନଙ୍କ ଝିଅ ସହ । ତେବେ ଅଜୟଙ୍କ ରିୟଲ୍ ଝିଅ ନୁହେଁ ରିଲ୍ ଝିଅ । ଅର୍ଥାତ୍ ସିନେମା ‘ଦୃଶ୍ୟମ୍’ରେ ଅଜୟଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଇଷିତା ଦତ୍ତଙ୍କ ସହ ଆଗାମୀ ସିନେମାରେ ଅଭିନୟ କରିବେ କପିଲ୍ । ଫିଲ୍ମର ନାଁ ଏଯାଏ ସ୍ଥିର ହୋଇ ନଥିବା ବେଳେ ସୁଟିଂ ନଭେମ୍ବର ପରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।
କମେଡି କିଙ୍ଗଙ୍କ ରୋମାଂଟିକ୍ ଅବତାର : ଅଜୟ ଦେବଗନଙ୍କ ଝିଅ ସହ ରୋମାନ୍ସ କରିବେ କପିଲ୍
/kanak/media/post_attachments/wp-content/uploads/2016/11/kapil-sharma-7592-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)