ଓୟୁଏଟିରେ ପ୍ରଥମ ଥର ପାଇଁ ଚାଲିଛି କିଙ୍ଗ କୋବ୍ରାର ଚିକିତ୍ସା ! ସାପକୁ ଦିଆଯାଉଛି ଆଂଟିବାୟୋଟିକ ଓ ପେନ୍ କିଲର

ଓୟୁଏଟିରେ ପ୍ରଥମ ଥର ପାଇଁ ଚାଲିଛି କିଙ୍ଗ କୋବ୍ରାର ଚିକିତ୍ସା ! ସାପକୁ ଦିଆଯାଉଛି ଆଂଟିବାୟୋଟିକ ଓ ପେନ୍ କିଲର

କନକ ବ୍ୟୁରୋ: ଓୟୁଏଟିରେ ଚାଲିଛି କିଙ୍ଗ କୋବ୍ରାର ଚିକିତ୍ସା । ନୟାଗଡ ରଣପୁର ଜଙ୍ଗଲରୁ ସ୍ନେକ ହେଲପଲାଇନ ସଦସ୍ୟ ଦ୍ୱାରା ଉଦ୍ଧାର କରାଯାଇଥିବା କିଙ୍ଗ କୋବ୍ରାକୁ ଚିକିତ୍ସା ପାଇଁ ଓୟୁଏଟି ଅଣାଯାଇଥିଲା ।

ତେବେ ଓୟୁଏଟିରେ ପ୍ରଥମ ଥର ପାଇଁ କିଙ୍ଗ କୋବ୍ରାର ଚିକିତ୍ସା କରାଯାଉଛି ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି । ସାପଟିର ଅବସ୍ଥା ଗୁରୁତର ଥିବା ବେଳେ ତଳ ପଟ ମାଢି ହାଡ ଭାଙ୍ଗିଯାଇଛି । କିଙ୍ଗ କୋବ୍ରାକୁ ଆଂଟିବାୟୋଟିକ ଓ ପେନ କିଲର ଦିଆଯାଇଛି । ସାପଟିର ଓଜନ ୪ କିଲୋ ୨୦୦ ଗ୍ରାମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe