କନକ ବ୍ୟୁରୋ: ଫ୍ରି-ଫାୟାର ଗେମକୁ ନେଇ ନାବାଳକକୁ ହତ୍ୟା । କୋରାପୁଟ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ମସିପୁଟ ଗାଁରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ମୋବାଇଲ୍ ଖେଳିବାକୁ ନଦେବାରୁ ଜଣେ ନାବାଳକକୁ ହତ୍ୟା କରାଯାଇଛି । ୨ ଜଣ ଯୁବକ ପଥରରେ ଛେଚି ଛେଚି ନାବାଳକକୁ ହତ୍ୟା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ଜଣ ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।
ଫ୍ରି-ଫାୟାର ଗେମକୁ ନେଇ ନାବାଳକକୁ ହତ୍ୟା । ପଥରରେ ଛେଚି ଛେଚି ହତ୍ୟା କଲେ ୨ ଅଭିଯୁକ୍ତ ।
/kanak/media/post_attachments/wp-content/uploads/2022/04/28-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)