ବିଗ୍ ସ୍କି୍ରନରେ କି ଆଣ୍ଡ୍ କା

ବିଗ୍ ସ୍କି୍ରନରେ କି ଆଣ୍ଡ୍ କା

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଆର.ବାଲକୀଙ୍କ ଫିଲ୍ମ କି ଆଣ୍ଡ କା । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ । ତେବେ ଫିଲ୍ମରେ ଏକ ଡିଫରେଂଟ ଲୁକରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ । ସେ ଏଥିରେ ଜଣେ  ଷ୍ଟେ ଆଟ୍ ହୋମ ହଜବ୍ୟାଣ୍ଡ୍ ଭୂମିକାରେ ଆସୁଛନ୍ତି । ଫିଲ୍ମର ଏକ ଗୀତରେ ୪ ଇଂଚର ହାଇହିଲ ପିନ୍ଧି ଡ୍ୟାନ୍ସ କରିଛନ୍ତି ଅର୍ଜୁନ । ଫିଲ୍ମରେ ଭରି ରହିଛି ଅର୍ଜୁନ ଏବଂ କରିନାଂକ ରୋମାନ୍ସର ତଡକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe