ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଂଚଳରେ ଆହତ ହାତୀ ଦନ୍ତାହାତୀର ପହରା । କାରଣ ଅସ୍ପଷ୍ଟ, ସ୍ଥାନୀୟ ଅଂଚଳରେ ଆତଙ୍କ

Advertisment
ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଂଚଳରେ ଆହତ ହାତୀ ଦନ୍ତାହାତୀର ପହରା । କାରଣ ଅସ୍ପଷ୍ଟ, ସ୍ଥାନୀୟ ଅଂଚଳରେ ଆତଙ୍କ

କନକ ବ୍ୟୁରୋ: ହାତୀକୁ ଜଗିଛି ଦନ୍ତାହାତୀ । ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଂଚଳରେ ଗୋଟିଏ ଆହତ ହାତୀ ପଡି ରହିଥିବାବେଳେ ଆଉ ଏକ ଦନ୍ତାହାତୀ ତାକୁ ପହରା ଦେଉଛି । ତେବେ ହାତୀ କେମିତି ଆହତ ହେଲା ଏହାର କାରଣ ଅସ୍ପଷ୍ଟ ରହିଛି ।

publive-image

ଦନ୍ତା ହାତୀ ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖା ଦେଇଛି । ଅନ୍ୟପଟେ ଏହି ଅଂଚଳରେ କିଛି ଦିନ ପୂର୍ବରୁ ଗୋଟିଏ ହାତୀକୁ କେହି ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe