ଭୟଙ୍କରୀ ବାତ୍ୟା ଫୋନିରେ ପ୍ରଭାବିତ ହୋଇଛି ଖୋର୍ଦ୍ଧା ଜିଲ୍ଲାରେ ଥିବା ଆଇଟିବିପିର ତର୍ତୁଆ କ୍ୟାମ୍ପ । ଖୋର୍ଦ୍ଧାରୁ ନୟାଗଡ ଗଲାବେଳେ ବାଟରେ ପଡିଥାଏ ଏହି କ୍ୟାମ୍ପ । ଏଠାରେ ହଜାର ହଜାର ଯବାନ ରହିଥାନ୍ତି । ଯବାନଙ୍କ ଆସବାବ ପତ୍ର ଫୋନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଛି ।
କ୍ୟାମ୍ପ ପରିସରରେ ହଜାର ହଜାର ଗଛ ଥିଲା କିନ୍ତୁ ଫୋନି ପ୍ରକୋପରେ ପ୍ରାକୃତିକ ପରିବେଶ ଏକବାର ନଷ୍ଟ ହୋଇଛି । ଫୋନିରେ କ୍ୟାମ୍ପରେ ବ୍ୟାପକ କ୍ଷତି ହୋଇଛି । ବାତ୍ୟାରେ କେତେ କ୍ଷୟକ୍ଷତି ହୋଇଛି ଏହାର ଆକଳନ ପାଇଁ ଏକ ଦଳ କାମ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/ITBP.jpg)
/kanak/media/post_attachments/wp-content/uploads/2019/05/ITBP-Camp1-300x175.png)
/kanak/media/post_attachments/wp-content/uploads/2019/05/ITBP-Camp-300x175.png)