କନକ ବ୍ୟୁରୋ : ଖୋର୍ଦ୍ଧା ବଡପୋଖରିଆରେ ଗୁଳିମାଡ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳିମାଡ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବଡପୋଖାରିଆର ଚିତ୍ରସେନା ଜେନାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯିବା ସହ ଗୁଳି କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତ । ହତ୍ୟାକାଣ୍ଡ ପରେ ଗାଁରେ ଉତେଜନା ଦେଖାଦେଇଛି । ପ୍ରତିବାଦ କରି ଗାଁଲୋକେ ରାସ୍ତାରୋକ କରିଛନ୍ତି ।
ଖୋର୍ଦ୍ଧା : ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା ଅଭିଯୋଗ
/kanak/media/post_attachments/wp-content/uploads/2017/03/IMG-20170331-WA0070.jpg)